Jhia Amara Nua Bohu
24 Views
Dec 31 1969
00:22:57
5

ଶିବ୍ ଭାଙ୍ଗ ନିଶାରେ ଜୀଦ୍ ଧରି ବସେ ତାକୁ ପୂଜା କ୍ଷମା ମାଗିବ ନଚେତ୍ ସେ ଛାତରୁ ଡେଇଁପଡିବ.. ପୁରା ପରିବାର ଶିବ୍ ର ଏମତି କଥା ଶୁଣି ଡରିଯାଇଥିବା ବେଳେ ଅର୍ଚ୍ଚନା ପୂଜା ହେଇ ଶିବ୍ କୁ କ୍ଷମା ମାଗେ.. ଶିବ୍ ନିଶାରେ ଅର୍ଚ୍ଚନାକୁ ପୂଜା ଭାବି ଖୁସି ହେଇଯାଏ.. ସେପଟେ ଆଶୁ ଓ ଜ୍ୟୋତିକାର ପ୍ଲାନ୍ ବିଫଳ ହେବା ପାଇଁ ଦୁହେଁ ବହୁତ ଚିନ୍ତାରେ ଥାନ୍ତି..ଏବେ ପୂଜା ଓ ଶିବ୍ ପାଇଁ କି ଯୋଜନା କରିବେ ଆଶୁ ଓ ଜ୍ୟୋତିକା.. ?
Share