ରାଜ୍ ରାଜେନ୍ଦ୍ର, ଅର୍ଚ୍ଚନାକୁ ଅଟକେଇବା ସହ ଲୋପାକୁ ଗାଳିକରେ.. କିନ୍ତୁ ଅର୍ଚ୍ଚନା ରାଜ୍ ରାଜେନ୍ଦ୍ରକୁ ବୁଝେଇ ଘର ଛାଡି ଚାଲିଯାଏ.. ସେପଟେ ଜ୍ୟୋତିକା ଜାଣିପାରେ ଏ ସବୁ ଆଶୁର ଯୋଜନା ଥିଲା ଯୋଉଥିପାଇଁ ଦୁହେଁ ଖୁସି ହୁଅନ୍ତି.. ସେପଟେ ପୂଜା ଅର୍ଚ୍ଚନାର କଥା ମାନି ଶିବ୍ କୁ ମନେଇବାକୁ ଚେଷ୍ଟା କରେ କିନ୍ତୁ ଶିବ୍ ତା ଜିଦ୍ ରେ ରହେ.. କ’ଣ ପୂଜା ଶିବ୍ ର ରାଗକୁ ଦୂର କରିପାରିବ.. ?