Jhia Amara Nua Bohu
27 Views
Dec 31 1969
00:21:20
5

ଶାନ୍ତି ଓ ଅକ୍ଷୟ ହଭେଲୀ କୁ ଅର୍ଚ୍ଚନା ର ବାହାଘର ପ୍ରସ୍ତାବ ନେଇ ଆସନ୍ତି ଓ ବିରାଜ ସହ କଥାହୁଅନ୍ତି । ଅର୍ଚ୍ଚନା ତା ସହ ଅକ୍ଷୟ ର ବାହାଘର କୁ ନେଇ ରାଜ ରାଜେନ୍ଦ୍ର ର ସହମତି ବିଷୟରେ କହିବା ବେଳେ, ପୂଜା କହେ ଯେ ସେ କେବେବି ଅର୍ଚ୍ଚନା ସହ ଅନ୍ୟାୟ ହେବାକୁ ଦେବନି।
Share