ହନିମୁନ କୁ ଯିବା ରୁ ମୁକ୍ତି ପାଇବା ପାଇଁ ପୂଜା ଓ ଶିଭ୍ ପ୍ଲାନ କରନ୍ତି। ଶିଭ୍ ଓ ପୂଜା କୁ ହନିମୁନ କୁ ରୋକିବା ପାଇଁ ଜୋତିକା, ରାଜ ରାଜେନ୍ଦ୍ର ଆଗରେ ଶିଭ୍ ର ଗ୍ରହଦୋଷ ଥିବା ବାହାନା କରିବା ବେଳେ, ରାଜ ରାଜେନ୍ଦ୍ର ରାଗିଯାଇ, ଜୋତିକା ଉପରକୁ ହାତ ଉଠେଇ ଦିଏ। ହନିମୁନ ନଯିବା ପାଇଁ କରିଥିବା ପ୍ଲାନ ରେ ଶିଭ୍ ଓ ପୂଜା ଅସଫଳ ରୁହନ୍ତି।