ସମସ୍ତେ ବୈଶାଳୀର ମେହେନ୍ଦୀକୁ ନେଇ ବ୍ୟସ୍ତ ଥିବା ବେଳେ ରୁଦ୍ରକୁ ଘରକୁ ଆଣିକି ଆସେ ଅର୍ଚ୍ଚନା ଏବଂ ସମସ୍ତଙ୍କ ସହିତ ପରିଚିତ କରାଏ.. ଅର୍ଚ୍ଚନା ପାଇଁ ରୁଦ୍ର ମନରେ କିଛି ଚାଲିଥିବା ବେଳେ ଅକ୍ଷୟ ଅର୍ଚ୍ଚନା ଓ ରୁଦ୍ରର ମିଳାମିଶାକୁ ନେଇ ଟିକେ ଖୁସି ନଥାଏ.. ପରେ ଜ୍ୟୋତିକା, ବିରାଜ ଓ ଲୋପା ନିଜ Performance ରେ ମେହେନ୍ଦୀକୁ ଆହୁରି ରଙ୍ଗିନ୍ କରନ୍ତି..