Jhia Amara Nua Bohu
24 Views
Dec 31 1969
00:22:34
5

ପୂଜା ଘରକୁ ଫେରେ ହେଲେ ନିଜକୁ ରୁମ୍ ଭିତରେ ବନ୍ଦ କରିଦିଏ.. ପୁରା ପରିବାର ଚିନ୍ତାରେ ପଡିଯାଏ.. ହେଲେ ରାଜ୍ ରାଜେନ୍ଦ୍ର ବହୁତ ଖୁସି ଥାଏ ଯେ ଭିକି ମରିଯାଇଛି ଭାବି.. ଜ୍ୟୋତିକା ଓ ଆଶୁ ଏ ସବୁ ପଛର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତି.. ସେପଟେ ପୂଜା ଶ୍ରୀ ଗଣେଶଙ୍କ ପାଖରୁ ଆଶୀର୍ବାଦ ନେଇ ରାଜ୍ ରାଜେନ୍ଦ୍ରର ସତ ସାମ୍ନାକୁ ଆଣିବାକୁ ଚାହେଁ..
Share