ଗୋଟେପଟେ ଶିବ୍ ଓ ପୂଜା ଭିତରେ ବଢୁଛି ଭଲପାଇବା ହେଲେ ଅନ୍ୟପଟେ ଜ୍ୟୋତିକା ପ୍ରମାଣ ନଷ୍ଟ କରିଦେଇଥିବା ଜାଣି ଆଶୁ ବହୁତ ଖୁସି ହୁଏ.. ପୁରା ପରିବାର ଆଶୁ ଓ ଆଦିତ୍ୟର ବାହାଘର ପାଇଁ ବ୍ୟସ୍ତ ଥିବା ବେଳେ ଜ୍ୟୋତିକା, ପୂଜା ଫୋନ୍ ରେ ଥିବା ପ୍ରମାଣକୁ କେମିତି ନଷ୍ଟ କରିହେବ ସେଥିପାଇଁ ଯୋଜନା ବନାଏ.. କ’ଣ ଜ୍ୟୋତିକାର ଯୋଜନା ସଫଳ ହେବ..?