ଅର୍ଚ୍ଚନାକୁ ନେଇ ରୁଦ୍ରର ଉଦେଶ୍ୟ ଆସିଲା ସାମ୍ନାକୁ.. ପୂଜାର ଚେତାବନୀ ଶୁଣି କ’ଣ ରୁଦ୍ର, ଅର୍ଚ୍ଚନା ଠାରୁ ଦୂରେଇ ରହିପାରିବ ନା ଅର୍ଚ୍ଚନାକୁ ଫସେଇବା ପାଇଁ ପୁଣି କିଛି ଯୋଜନା କରିବ.. ?