ଶିଢି ରେ ତେଲ ପଡିଥିବା ବିଷୟରେ ପୂଜା ଆଶୁ କୁ ପଚାରିବା ରୁ ସେ ରାଗିଯାଏ। ଅର୍ଚ୍ଚନା ର ବିବାହ ପାଇଁ ଉମା ଓ ବୈଶାଳି ନିଜ ର ଗହଣା ତାକୁ ଦିଅନ୍ତି। ପୂଜା, ବିରାଜ ସହ ଅର୍ଚ୍ଚନା ପାଇଁ ବିବାହ ଯୋଡ କିଣିବା କୁ ଯିବା ପାଇଁ ପ୍ରସ୍ତୁତ ହୁଏ।