ନିଶା ଅବସ୍ଥାରେ ପୂଜା ଓ ଶିଭ ବାହାର କୁଯିବା ଦେଖି ପରିବାର ଲୋକ ସେମାନଙ୍କ ପିଛା କରନ୍ତି। ପୂଜା ଓ ଶିଭ କିଛି ସମୟ ପାଇଁ ନିଜ ଭିତରେ ଥିବା ମତପାର୍ଥକ୍ୟ ଭୁଲିଯାଇ, ଖୁସିରେ ହଜି ଯାଆନ୍ତି। ଶେଷରେ ପରିବାର ଲୋକ, ପୂଜା ଓ ଶିଭ କୁ ହଭେଲୀ କୁ ନେଇ ଆସନ୍ତି।