Jhia Amara Nua Bohu
23 Views
Dec 31 1969
00:20:52
5

ପୂଜା ଖୁସି ଅନୁଭବ କରେ, ସେ ରାହୁଲ କୁ ନିଜ ଜୀବନ ସାଥି ରୂପେ ପାଇବାକୁ ଯାଉଚି। ହେଲେ ସେ ଖୁସି ରେ କିଛି ଖାଲିପଣ କାହିଁକି ରହିଯଉଚି ? ଶିଭ୍ ବିବ୍ରତ ହୁଏ, ତାକୁ ଲାଗେ ଯେମିତି ତାକୁ ଛାଡ଼ି କେହି ଦୂରକୁ ଚାଲି ଯାଉଛି। ସତରେ କ'ଣ ଶିଭ୍ ମନରେ ଝାନସୀ ରାନୀ ପ୍ରତି ଦୁର୍ବଳତା ସୃଷ୍ଟି ହେଉଛି??
Share