Jhia Amara Nua Bohu
225 Views
Dec 31 1969
00:21:45
5
5
ଗୁଡି ଉଡାଇବା ସମୟରେ ଶିଭ୍ ତଳକୁ ଖସିପଡେ। ପୂଜା ଦେସୀ ଚିକିତ୍ସା ପଦ୍ଧତି ରେ ତା ପାଇଁ କାଢା ଓ ଲେପ ପ୍ରସ୍ତୁତ କରେ। ଜୋତିକା, ଆଶୁ କୁ ଶିଭ୍ ର ନିକଟତର କରିବା ପାଇଁ, ସେ କାଢା ଓ ଲେପ ଶିଭ୍ କୁ ଲଗେଇ ଦେବାକୁ କହେ, ହେଲେ ଶିଭ୍ ବାରଣ କରେ। ଶେଷରେ ପୂଜା ଶିଭ୍ ଗୋଡରେ ଲେପ ଲଗେଇ ଦିଏ।
Share