ରାଜ୍ ରାଜେନ୍ଦ୍ର ପୂଜାର ମିଛ ଧରିବା ପାଇଁ ଗଣେଶ ପୂଜା ରେ ଶାନ୍ତି ଦେବୀ କୁ ନିମନ୍ତ୍ରଣ କରେ.. ସେପଟେ ଶିବ୍ ଜାଣିପାରେ ଭିକି କୁ କେହି ଜଣେ ଝିଅ ଗାଡ଼ିରେ ନେଇଯାଇଛି.. ପୂଜା, ଭିକି ପାଖକୁ ଯିବାବେଳେ ଆଶୁ ସଂନ୍ଦେହ କରି ପୂଜା ର ବ୍ୟାଗ୍ କୁ check କରେ ଏବଂ ସେଥିରୁ ବୁର୍ଖା ବାହାରେ ସମସ୍ତେ ଦେଖି ସଂନ୍ଦେହ ରେ ପଡିଯାନ୍ତି.. ହେଲେ ପୂଜା ସେଠୁ ବାହାନା କରି ଖସିଯାଏ...କଣ ଭିକି ଠାରୁ ପୂଜା ଓ ଅର୍ଚ୍ଚନା ଲୋପା କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ଲୋକ ର ନାଁ ଜାଣିପାରିବେ ?