Jhia Amara Nua Bohu
21 Views
Dec 31 1969
00:21:29
5

ଶିବ୍ ନିଜ Feelings କୁ ବୁଝିପାରିବା ପରେ କେମିତି ପୂଜାକୁ ସାମ୍ନା କରିବ ସେଥିପାଇଁ ଚିନ୍ତାରେ ଥାଏ.. ସେପଟେ ପୂଜା ଶିବ୍ ର ଏମିତି ବ୍ୟବହାର ଦେଖିକି ଆଶ୍ଚର୍ଯ୍ୟ ହୁଏ.. ହେଲେ ତା ପଛର କାରଣ ଜାଣିପାରେନି.. ସେପଟେ ଜ୍ୟୋତିକା ବୈଶାଳୀକୁ ଅପମାନିତ କରୁଥିବା ବେଳେ ରାଜ୍ ରାଜେନ୍ଦ୍ର ପହଞ୍ଚି ଜ୍ୟୋତିକାକୁ ଅପମାନ ଦିଏ..
Share