Jhia Amara Nua Bohu
234 Views
Dec 31 1969
00:22:22
5
5
ପୂଜା ଓ ଶିବ୍ ଭିତରେ ଚାଲିଥିବା ଝଗଡା ବିଷୟରେ ଜାଣିବା ପାଇଁ ଆଶୁ ଶିବ୍ କୁ ପଚାରେ ହେଲେ ଶିବ୍ ଆଶୁକୁ ମିଛ କହେ..ବିରାଜ ର ଉମା ପ୍ରତି ଭଲ ପାଇବା ଦେଖି ଲୋପା ସହିପାରେନି, ବିରାଜ, ଉମା କୁ ଦେଇଥିବା ଶାଢ଼ୀ କୁ ଲୋପା ନଷ୍ଟ କରି ଦିଏ ଏବଂ ଉମା କୁ ବିରାଜ ଠାରୁ ଦୁରେଇ ରହିବା ପାଇଁ ଲୋପା ଧମକ ଦିଏ.. ପାର୍ଟି ପାଇଁ ସମସ୍ତେ ପ୍ରସ୍ତୁତି କରୁଥିବା ବେଳେ ପୂଜା ଓ ଶିବ୍ ଭିତରେ ପୁଣିଥରେ ଝଗଡା ହୁଏ.. କ’ଣ ପୂଜା ଓ ଶିବ୍ ଭିତରେ ଚାଲିଥିବା ଏ ଝଗଡା ବନ୍ଦ ହେଇପାରିବ.. ?
Share