Jhia Amara Nua Bohu
26 Views
Dec 31 1969
00:22:12
5

ରାଜ ରାଜେନ୍ଦ୍ର ସହ ପରିବାର ନୂଆ ହଭେଲୀ କୁ ପ୍ରବେଶ କରନ୍ତି। ଶିଭ୍ ଓ ପୂଜା ହନିମୁନ ପାଇଁ ବାହାରିବା ବେଳେ,ହଠାତ୍ ଲୋପା, ରାଜ ରାଜେନ୍ଦ୍ର କୁ ଅଠର ବର୍ଷ ତଳର ଉତ୍ତରାଅଧିକାରୀ ପାଇବା ସ୍ୱପ୍ନ ପାଇଁ ସାତ୍ତ୍ଵିକ ଓ ରାଧିକା ପରି ପୂଜା ଓ ଶିଭ୍ କୁ ଯେମିତି ହରାଇ ନଦେଉ କହି ଚେତାବନୀ ଦିଏ ଓ ପୂଜା ନାରୀ ସମ୍ମାନ ପାଇଁ ରାଜ ରାଜେନ୍ଦ୍ର ସହ ଲଢେଇ କରିବା ଆହ୍ଵାନ ଦିଏ।
Share