ପୂଜା କଥା ରେ ଶିଭ୍ ବ୍ୟସ୍ତ ହୋଇଯାଏ ଓ ବିନା ବନ୍ଧୁକ ରେ ପଟ୍ଟନାୟକ ପାଖକୁ ବାହାରି ଯାଏ। ବାର୍ ରେ ଆଶୁ ର ହୋଇଥିବା ଭିଡିଓ ପାଇଁ ଆଶୁ ମଲ୍ଲିକା କୁ ଦାୟୀ କରେ।ରାସ୍ତା ରେ ଯିବାବେଳେ, ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ରେ କିଛି ଗୁଣ୍ଡା ଶିଭ୍ ଉପରକୁ ଗୁଳି ଚଳାନ୍ତି। ଶିଭ୍ କାନ୍ଧ ରେ ଗୁଳି ବାଜିଥିବା ଶୁଣି ପୂଜା ଓ ପରିବାର ଭାଙ୍ଗି ପଡନ୍ତି। ରାଜ ରାଜେନ୍ଦ୍ର ଓ ବିରାଜ ହସପିଟାଲ୍ ରେ ଶିଭ୍ ପାଖରେ ପହଞ୍ଚନ୍ତି।