Jhia Amara Nua Bohu
206 Views
Dec 31 1969
00:22:51
5
5
ଅର୍ଚ୍ଚନା କୁ ମାରିବା ପାଇଁ ଆଶୁ ମହାରାଣୀ କୁ ସୁପାରୀ ଦିଏ.. ଉତ୍ତରାଧିକାରୀ ଆସିବା ଖୁସିରେ ମାନସିକ ରଖି ସପରିବାର ବୋଲ୍ ବମ୍ ଯାତ୍ରା ରେ ବାହାରନ୍ତି..ପୂଜା,ରାଜ ରାଜେନ୍ଦ୍ର କୁ ସେ pregnant ନଥିବା କଥା କହିବାକୁ ଚେଷ୍ଟା କରେ ହେଲେ ସେ ବିଫଳ ହୁଏ.. ଶବ୍ ପୂଜାକୁ ବୁଝାଏ ହେଲେ ପୂଜା ଶିବ୍ କଥା ଶୁଣେନି.. କ’ଣ ପୂଜା ଏ ସତ ରାଜ୍ ରାଜେନ୍ଦ୍ରକୁ କହିପାରିବ ?
Share