Jhia Amara Nua Bohu
24 Views
Dec 31 1969
00:22:49
5

ପୂଜା ବନ୍ଦ କୋଠରୀ ଖୋଲି ଲୋପା ପାଖରେ ପହଞ୍ଚେ ଏବଂ ତାକୁ ଖୁଆଇ ଦେବା ସହିତ କଥା ଦିଏ ବିଜୟ ଦଶମୀ ଦିନ ଲୋପାକୁ ଏ ବନ୍ଦ ଘରୁ ବାହାରକୁ ଆଣିବ ଏବଂ ଏଥିରେ ରାଜ୍ ରାଜେନ୍ଦ୍ର ତା ସାଥ୍ ଦେବ.. କ’ଣ ପୂଜା ତା କଥା ରଖିପାରିବ.. ?
Share