ଉମା ଭଲ କ୍ଷୀରି ତିଆରିକରି ଥିବାରୁ ସମସ୍ତେ ତାର ପ୍ରଶଂସା କରନ୍ତି, ଲୋପା ଉମା ର ପ୍ରଶଂସା କୁ ସହି ନପାରି ରାଗରେ କ୍ଷୀରି ଫୋପାଡ଼ି ଚାଲି ଯାଏ.. ସମସ୍ତେ ଉମାର ବ୍ୟବହାର ପାଇଁ ଚିନ୍ତାରେ ଥିବା ବେଳେ ଏ ସବୁର ମଜା ନେଉଥାଏ ଜ୍ୟୋତିକା.. ସେପଟେ ମହାରାଣୀ, ସୁଦର୍ଶନ କୁ ରାଜ ରାଜେନ୍ଦ୍ର ର ଗୁଣ୍ଡା ମାନଙ୍କ କବଳରୁ ଉଦ୍ଧାର କରିଦିଏ..