Jhia Amara Nua Bohu
49 Views
Dec 31 1969
00:22:24
5

ପୂଜା ଚୋରଣୀ ଆରୋପ ରୁ ବଞ୍ଚିବାକୁ ଶନି ସହାୟତା ରେ ପ୍ରମାଣ ଯୋଗାଡ କରେ। ହଭେଲୀ ରେ ଆଶୁ ଥିବା ବେଳେ ପୂଜା ରାଜ ରାଜେନ୍ଦ୍ର ସହ ପରିବାର ଲୋକ ଙ୍କୁ ଡାକେ। ଡାଇମନ୍ଡ ନେକ୍ଲେସ ନିଜେ ଆଶୁ ପ୍ଲାନ କରି ଜୋତା ଷ୍ଟାଣ୍ଡ ରେ ରଖିଥିବା କଥା ମଲ୍ଲିକା ଆଗରେ କହୁଥିବା ଭିଡିଓ ଆଶୁ କୁ ଦେଖାଏ। ଆଶୁ ନିଜର ଭୂଲ ମାନେ ଓ ରାଜ ରାଜେନ୍ଦ୍ର ଏ ସବୁ ଶୁଣି ଆଶୁ ଉପରେ ରାଗିଯାଏ
Share