Jhia Amara Nua Bohu
173 Views
Dec 31 1969
00:22:26
5
5
ଅର୍ଚ୍ଚନା ନିଜ ରାଣ ଦେଇ ପୂଜାକୁ ନିଜ pregnancyର ସତ କାହାକୁ ନ ଜଣେଇବାକୁ କହେ.. ଏବଂ ତା ସହିତ ଶିବ୍ କୁ ମନେଇବା ପାଇଁ ପରାମର୍ଶ ଦିଏ.. ପୂଜା ମଧ୍ୟ ଅର୍ଚ୍ଚନା କଥା ମାନିନିଏ.. ପୂଜା ଶିବ୍ କୁ ମନେଇବାକୁ ଚେଷ୍ଟା କରେ କିନ୍ତୁ ଶିବ୍ ନିଜ ଜିଦ୍ ରେ ଅଟଳ ରହେ.. କ’ଣ ପୂଜା ଶିବ୍ ର ରାଗକୁ ଦୂର କରିପାରିବ.. ?
Share