Jhia Amara Nua Bohu
44 Views
Dec 31 1969
00:22:12
5

ପୂଜା ଶ୍ରୀ ଗଣେଶଙ୍କ ଆଶୀର୍ବାଦ ନେଇ ରାଜ୍ ରାଜେନ୍ଦ୍ରର ସତ ସାମ୍ନାକୁ ଆଣିବାକୁ ସାହାସ କରେ.. ହେଲେ ସେ ଜାଣିପାରେ ରାଜ୍ ରାଜେନ୍ଦ୍ର କେବଳ ଏତିକି ଅନ୍ୟାୟ କରିନି ବରଂ ଆହୁରି ଅନେକ ଅପରାଧ କରିଛି..ପୂଜା pregnancy ର ସତ ସମସ୍ତଙ୍କ ସାମ୍ନାକୁ ଆସିଯାଏ.. ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି..
Share