Jhia Amara Nua Bohu
24 Views
Dec 31 1969
00:21:27
5

ବୈଶାଳୀ, ତାର ଓ ରାଜ୍ ରାଜେନ୍ଦ୍ର ର ବିବାହ ବାର୍ଷିକକୁ ନେଇ ମନ ଦୁଃଖ କରୁଥିବା ବେଳେ ପୂଜା ବୈଶାଳୀର ମନରେ ଥିବା କଥାକୁ ଶୁଣିନିଏ.. ଏବଂ ଯୋଜନା କରେ ରାଜ୍ ରାଜେନ୍ଦ୍ର ଓ ବୈଶାଳୀର ପୁଣିଥରେ ବିବାହ କରେଇବ ଆଉ ଏଥିପାଇଁ ସେ ଶିବ ର ସାହାଯ୍ୟ ନିଏ.. କ’ଣ ଶିବ୍ ରାଜ୍ ରାଜେନ୍ଦ୍ରକୁ ପୁଣିଥରେ ବିବାହ ପାଇଁ ରାଜି କରେଇପାରିବ.. ?
Share