Jhia Amara Nua Bohu
17 Views
Dec 31 1969
00:22:34
5

ପୂଜା, ଅର୍ଚ୍ଚନା ଓ ଅକ୍ଷୟ ର ବିବାହ ପତ୍ରକୁ ରାଜ ରାଜେନ୍ଦ୍ର କୁ ଦେଖାଏ। ରାଜ ରାଜେନ୍ଦ୍ର ରାଗିଯାଏ, ଓ କହେ ତା ଇଛା ରେ ହିଁ ଅର୍ଚ୍ଚନା ର ବିବାହ ହବ। ଶିଭ୍, ରାଜ ରାଜେନ୍ଦ୍ର ସହ ପୂଜା ର ଏ ପରି ବ୍ୟବହାର କୁ ଦେଖି ପୂଜା ଉପରେ ହାତ ଉଠେଇ ଦିଏ।
Share