ବିରାଜ ଜାଇ ଲୋପା କୁ ଦେଖାକରେ । ଲୋପା, ପୂଜା ଆଉ ଅର୍ଚ୍ଚନା ସହ ଟାଉନ୍ ଛାଡି ଚାଲିଯିବା ନିଷ୍ପତ୍ତି ନେଇଥିବା କଥା କହେ। ଆଶୁ, ବଦ୍ରୀ ଠାରୁ ସାଇକେଲ ନେଇ ବାହାରକୁ ଯିବା ବେଳେ, ଜୋତିକା ଦେଖିନିଏ।