ଅର୍ଚ୍ଚନା ସହ ବିବାହ ପାଇଁ ବାରଣ କରିବାକୁ ପୂଜା, ଭିକି କୁ ଅନୁରୋଧ କରେ, ହେଲେ ଭିକି ଶୁଣେନି। ନିଜର ସହ ଘଟିଯାଉଥିବା ସବୁ ଦୁର୍ଘଟଣା ର ଉତ୍ତର ଭଗବାନ ଙ୍କୁ ପୂଜା ମାଗେ।ପୂଜା ଦୀର୍ଘ ସମୟ ଧରି ହଭେଲୀ କୁ ଆସି ନଥିବାରୁ ଶିଭ୍ ବିବ୍ରତ ହୁଏ ଓ ତା ପାଖରେ ପହଞ୍ଚି ତାକୁ ହାର ସ୍ୟୁକାର କରିବା ସହ ରାଜ ରାଜେନ୍ଦ୍ର ର ନିୟମ ମାନିବାକୁ କୁହେ।