ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ଅନୁଯାୟୀ ଉଦୟ ଲୋପା ଉପରକୁ ଗୁଳି ଚଳାଇବା ବେଳେ ଗୁଳି ଶିଭ୍ ହାତରେ ବାଜେ। ଲୋପା ଗାଡି ରୁ ଛିଟିକି ପଡି ଅଚେତ ହେଇଯାନ୍ତି ।ଶିଭ ଲୋପା କୁ ହସପିଟାଲ୍ ନେବାପାଇଁ କୁହେ। ଲୋପା ର ଜୀବନ ବଞ୍ଚେଇ ବା ପଛରେ ଶିଭ ର କଣ ଉଦ୍ଦେଶ୍ୟ ଅଛି ?