ଅର୍ଚ୍ଚନା କୁ ଛାଡିବାକୁ ଆଶୁ ସହ ହଭେଲୀ କୁ ଆଶେ। ଅକ୍ଷୟ କୁ ଦେଖି ଶିଭ୍ ରାଗିଯାଏ, ହେଲେ ବିରାଜ ତାକୁ ସମ୍ଭାଳି ନିଏ। ଅର୍ଚ୍ଚନା, ଅକ୍ଷୟ ସହ ଦେଖା କରିବା କୁ ଯାଇଥିବାରୁ ରାଜ ରାଜେନ୍ଦ୍ର, ଜୋତିକା ଉପରେ ରାଗିଯାଏ ଓ ବିରାଜ କୁ କୁହେ " ଅର୍ଚ୍ଚନା ର ବାହାଘର କେବଳ ସେ ହିଁ ଠିକ୍ କରିବ"।