ସୁବର୍ଣ୍ଣା ର ବିକଳ ଚିତ୍କାର ର ଆଭାସ ଉମା ପାଏ।ଶିଭ୍ ଓ ପୂଜା ରିସଟ୍ ରେ ପରସ୍ପର ର ପାଖକୁ ଅସୁଥିବା ବେଳେ ଆଶୁ ବିଭ୍ରାଟ ସୃଷ୍ଟି କରୁଥାଏ ଓ ଦୁହିଁଙ୍କ ଉପରେ ନଜର ରଖୁଥାଏ।ଲୋପା ର ସେବା କରିବା ପାଇଁ ଅର୍ଚ୍ଚନା ହଭେଲୀ କୁ ଆସେ।