ଭିକି ଭଳି ଏକ ଗୁଣ୍ଡା ସହ, ରାଜ ରାଜେନ୍ଦ୍ର ବିବାହ ଠିକ୍ ହୋଇ ଥିବା ରୁ ବିରାଜ ଓ ଅନ୍ୟ ମାନେ ଦୁଃଖୀ ଥିବା ବେଳେ,ପୂଜା ଧର୍ଯ୍ୟ ର ସହ କହେ ଏ ଅତ୍ୟାଚାର ର ସାମ୍ରାଜ୍ୟର ଅନ୍ତ ଦିନେ ହେବ। ପୂଜା ଓ ବିଶ୍ବା ମନ୍ଦିର ରୁ ଘରକୁ ଫେରିବା ବେଳେ, କିଛି ଅସାମାଜିକ ଲୋକ ଙ୍କର ଏକ ଅସହାୟ ଝିଅ ପ୍ରତି ଅସଦାଚରଣ ଦେଖନ୍ତି।