ପୂଜାକୁ ନେଇ ଜ୍ୟୋତିକାର ଷଡଯନ୍ତ୍ର ବିଫଳ ହୁଏ.. ଡକ୍ଟର ପୁଣିଥରେ ପୂଜାର Pregnancy କୁ ନେଇ ପୁରା ପରିବାର ସାମ୍ନାରେ ମିଛ କୁହନ୍ତି.. ଜ୍ୟୋତିକା ବୁଝିପାରେନି ଡକ୍ଟର ମିଛ କାହିଁକି କହୁଛନ୍ତି.. ହେଲେ ସେପଟେ ପୂଜା ଓ ଶିବ୍ ଡକ୍ଟର ର କଥା ଶୁଣି ଚିନ୍ତାରେ ପଡିଯାନ୍ତି.. ମିଛର ଏ ଜାଲରୁ କ’ଣ ମୁକୁଳି ପାରିବେ ପୂଜା ଶିବ୍.. ?