Jhia Amara Nua Bohu
71 Views
Dec 31 1969
00:21:58
5

ପୂଜା ଓ ଶିଭ୍ ର ବାହାଘର ପାଇଁ ରାଜ ରାଜେନ୍ଦ୍ର ଘରେ ପ୍ରସ୍ତୁତି ଚାଲି ଥାଏ। ଉମା ଓ ବୈଶାଳି ପୂଜା କୁ ବାହାଘର ପାଇଁ ସଜାଇବା ପାଇଁ ଯାଆନ୍ତି। କାଳେ କିଛି ଷଡଯନ୍ତ୍ର କରି ପୂଜା ହଭେଲୀ ରୁ ଖସିଯିବ ସନ୍ଦେହ କରି ଶିଭ୍ ଉଦୟ ସହ ମିଶି ତାଙ୍କ ଉପରେ ନଜର ରଖିଥାଏ।
Share