Jhia Amara Nua Bohu
51 Views
Dec 31 1969
00:19:02
5

ଡଂଗା ରେ ଯାତ୍ରା ସମୟରେ ଭିକି କୌଶଳ କରି ଲୋପା କୁ ପାଣି ଭିତରକୁ ଟାଣି ଆଣେ। ଶିଭ୍ ର ଡଂଗା ନିକଟତର ଥାଏ, ଅର୍ଚ୍ଚନା ର ବିନତୀ ଶୁଣି ଶିଭ୍ ଲୋପା କୁ ବଞ୍ଚାଇ ବାକୁ ବାହାରେ ,ହେଲେ ଆଶୁ ରୋକିଦିଏ। ପୂଜା ଆସେ ଓ ଅକ୍ଷୟ ସହ ମିଶି ଲୋପା କୁ କୂଳ କୁ ନେଇ ଅସୁଥିବା ବେଳେ ଭିକି, ପୂଜା କୁ ଆକ୍ରମଣ କରେ ଓ ଶିଭ୍ ଏହା ଦେଖି ତା ଉପରକୁ ଗୁଳି ଚଳାଏ।ଅକ୍ଷୟ ଓ ପୂଜା ବହୁ ସଘଂର୍ଷ କରି ଲୋପା କୁ ଅଚେତ ଅବସ୍ଥାରେ କୂଳ କୁ ଆଣନ୍ତି ।
Share