Jhia Amara Nua Bohu
275 Views
Dec 31 1969
00:22:03
5
5
ଆଶୁ, ପୂଜା ଠାରୁ ପ୍ରତିଶୋଧ ନେବାକୁ ନିଜ କୁ ପ୍ରସ୍ତୁତ କରେ।ପୂଜା, ଲୋପା ସହ କୁଳଦେବୀ ମନ୍ଦିର କୁ ଯିବା ପାଇଁ ଜୋତିକା କୁ ଅନୁମତି ମାଗେ, ହେଲେ ଶିଭ୍ ଆସି ମନାକରେ ।ଭିକି କୁ ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗ ନେଇ ହଭେଲୀ କୁ ପୋଲିସ ପୂଜା, ର ଆରେଷ୍ଟ ୱାରେଣ୍ଟ ନେଇ ଆସନ୍ତି।
Share