ଗଣେଶ ପୂଜାରେ ବୈଶାଳୀକୁ ଘରୁ ବାହାର କରିବାର ଯୋଜନା ବିଫଳ ହୁଏ ଜ୍ୟୋତିକାର.. ଅର୍ଚ୍ଚନା, ଜ୍ୟୋତିକା ଓ ଆଶୁ ସାମ୍ନାରେ ଗୋଟେ Video ଦେଖାଏ, ଆଶୁ କେମିତି ସବୁ ଖାଇବାକୁ ନଷ୍ଟ କରିଥିଲା.. ଜ୍ୟୋତିକା ଅଭିନୟ କରି ଅର୍ଚ୍ଚନାର ବିଶ୍ବାସ ଜିତିନିଏ.. ସେପଟେ ଶିବ୍, ପୂଜା ଘରକୁ ନ ଫେରିବାରୁ ବହୁତ ଚିନ୍ତାରେ ପଡିଯାଏ.. ଏବଂ ବାରମ୍ବାର ଅର୍ଚ୍ଚନାକୁ ପଚାରେ କିନ୍ତୁ ଅର୍ଚ୍ଚନା କିଛି ବି ଜଣାଏନି...