Jhia Amara Nua Bohu
26 Views
Dec 31 1969
00:22:16
5

ପୂଜା ହଭେଲୀ ରେ ଥିବା ଦେଖି ଶିଭ୍ ର ସନ୍ଦେହ ଦୂର ହୁଏ। ଆଶୁ କରିଥିବା ପ୍ଲାନ ଅନୁସାରେ, ରୋଷେଇ ଘରେ ପ୍ରେସରକୁକର ଫାଟିଯାଏ, ହେଲେ ପୂଜା କୁ ସାମାନ୍ୟ ଆଘାତ ଲାଗେ। ସେଇ ସ୍ଥାନ ରେ ଆଶୁ ର ବ୍ୟବହାର ଦେଖି ଦୁର୍ଘଟଣା ପଛରେ ତା ହାତ ଥିବା, ଶିଭ୍ କୁ ସନ୍ଦେହ ହୁଏ।
Share