Jhia Amara Nua Bohu
26 Views
Dec 31 1969
00:22:09
5

ସମସ୍ତେ ଆଶୁ ଓ ଆଦିତ୍ୟର ବିବାହ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଜ୍ୟୋତିକା କେମିତି ଏ ବିବାହକୁ ଅଟକେଇବ ଚିନ୍ତା କରୁଥାଏ.. ସେପଟେ ଶିବ୍ ଜାଣିଶୁଣି ପୂଜାକୁ ଚିଡେଇବାରେ ଲାଗିପଡେ.. ଏଇ ମଉକାରେ ଜ୍ୟୋତିକା ଓ ଆଶୁ ଯୋଜନା ସଫଳ ହୁଏ.. ଆଶୁ ପୂଜାର ଫୋନ୍ ପାଇଯାଏ.. କ’ଣ ଆଶୁ ତା ଉଦେଶ୍ୟ ପୁରା କରିପାରିବ ?
Share