Jhia Amara Nua Bohu
27 Views
Dec 31 1969
00:22:22
5

ଆଶୁ ଓ ଶିଭ୍ ଙ୍କ ମଧ୍ୟ ରେ ଅକ୍ଷୟ ସହ ଅର୍ଚ୍ଚନା ର ବାହାଘର ଭାଗିଂବା ଓ ପୂଜା ହାର ମାନିବାକୁ ନେଇ ସନ୍ଧି ହୁଏ। ରାଜ ରାଜେନ୍ଦ୍ର ନିଜ ର ରାଜନୈତିକ ଫାଇଦା ପାଇଁ , ଅର୍ଚ୍ଚନା ର ବାହାଘର ବରୁଣ ନାମକ ଗୁଣ୍ଡା ସହ ଠିକ୍ କରିଚି ବୋଲି କୁହେ।ବିରାଜ ଯେତେ ବିରୋଧ କଲେ ମଧ୍ୟ ସେ ନଶୁଣି, ସେମାନଙ୍କୁ ଘରକୁ ଅର୍ଚ୍ଚନା କୁ ଦେଖିବା ପାଇଁ ଡାକିବାକୁ ଶିଭ୍ କୁ କୁହେ।
Share