Jhia Amara Nua Bohu
290 Views
Dec 31 1969
00:22:44
5
5
ରାଜ୍ ରାଜେନ୍ଦ୍ର ପୂଜାର ଖୁସି ପାଇଁ ସମସ୍ତଙ୍କୁ Ice-cream ଖୁଆଇବାକୁ ନେଇକି ଯାଏ ହେଲେ ସେଠି ଅର୍ଚ୍ଚନା ପରିବାର ସହିତ ଦେଖାହୁଏ.. ଯାହାକୁ ନେଇ ଲୋପା ଖୁବ୍ ଜୋରରେ ରାଗିଯାଏ.. ସେପଟେ ଜ୍ୟୋତିକା ପୂଜାକୁ ବହୁତ ଗୁଡେ ପ୍ରଶ୍ନ ପଚାରି ତାକୁ ଛନ୍ଦିଦିଅନ୍ତି.. କିନ୍ତୁ ପୂଜା ପୁଣିଥରେ ମିଛ କହି ସେଠୁ ମୁକୁଳିଯାଏ.. କ’ଣ ଜ୍ୟୋତିକା ପୂଜାକୁ ଫସେଇବାରେ ସଫଳ ହେବ.. ?
Share