ଅର୍ଚ୍ଚନାର ଚିଠି ପାଇ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ପରିବାର ଜାଣିପାରନ୍ତି ଅର୍ଚ୍ଚନା ନିଜ ଇଛାରେ ଘର ଛାଡିକି ଯାଇଛି.. ହେଲେ ପୂଜା ଏ କଥାକୁ ବିଶ୍ୱାସ କରେନି.. ସେପଟେ ଆଶୁ ଓ ଜ୍ୟୋତିକା ଏ ସବୁର ଫାଇଦା ଉଠେଇବାକୁ ସ୍ଥିର କରନ୍ତି..