Jhia Amara Nua Bohu
31 Views
Dec 31 1969
00:22:27
5

ହଭେଲୀ ରେ ଆଶୁ ର ହଳଦୀ ରିତୀ ଚାଲିଥିବା ବେଳେ ରାଜ ରାଜେନ୍ଦ୍ର, ଶିଭ୍ କୁ ଫୋନ୍ କରେ ଓ ପୂଜା ମଥା ରେ ସିନ୍ଦୁର ଦେଇ ଶିଘ୍ର ହାବେଲୀ କୁ ନେଇ ଆସିବା ପାଇଁ ନିର୍ଦ୍ଦେଶ ଦିଏ। ନିର୍ଦ୍ଦେଶ ଅନୁଯାୟୀ ଶିଭ୍ ପାଖରେ ଥିବା କାଳୀମନ୍ଦିର କୁ ପୂଜା କୁ ବଳପୂର୍ବକ ଟାଣି ନିଏ ଓ ପୂଜା ମଥା ରେ ସିନ୍ଦୁର ପିନ୍ଧେଇ ଦିଏ।
Share