ପୂଜାର pregnancy କୁ ନେଇ ପୁରା ପରିବାର ଖୁସି ଥିବା ବେଳେ ରାଜ୍ ରାଜେନ୍ଦ୍ର ଏ ଖୁସିକୁ ସେଲିବ୍ରେଟ୍ କରିବାକୁ ଚାହେଁ.. ସେପଟେ ଆଶୁ ଓ ଜ୍ୟୋତିକା ଏ କଥାକୁ ନେଇ ଚିନ୍ତାରେ ପଡିଯାନ୍ତି ଏବଂ ଆଶୁ ତା ସ୍ୱପ୍ନ ଅଧାରେ ରହିଯିବା ଡରରେ କଣ କରିବ କିଛି ଚିନ୍ତା କରିପାରେ ନାହିଁ.. ପୂଜା ଓ ଶିବ୍ ଭିତରେ ଏ pregnancy କୁ ନେଇ ଝଗଡା ହୁଏ.. ଏବଂ ପୂଜା ଏଥିପାଇଁ ଶିବ୍ କୁ ଦୋଷ ଦେବା ସହ ସେ ତା ବିଶ୍ୱାସ ଭାଙ୍ଗିଥିବା କହେ.. କ’ଣ ଶିବ୍ ପୂଜାର ଏ ଭୁଲ ଧାରଣାକୁ ଦୂର କରିପାରିବ.. ?