ପୂଜା ବାରମ୍ବାର ଶିବ୍ କଥା ଭାବି ବିରକ୍ତ ହେଉଥିବା ବେଳେ, ଆଶୁ ନିଜ ଉଦେଶ୍ୟ ପୁରା କରିବାକୁ ଚେଷ୍ଟା କରୁଥାଏ ହେଲେ ଠିକ୍ ସମୟରେ ଅର୍ଚ୍ଚନା ଆସି ପଂହଁଚି ଯାଏ ଆଶୁ ର ସବୁ ପ୍ଲାନ ବିଫଳ ହୋଇଯାଏ.. ଶିବ୍ ନିଶାରେ ପୂଜା ଉପରେ ରାଗି ଛାତରୁ ଡେଇଁବାର ଧମକ ଦିଏ.. କ’ଣ ଶିବ୍ ର ଏ ପାଗଳାମୀକୁ ଅଟକେଇପାରିବେ ପରିବାର ଲୋକ.. ?