ରାସ୍ତା ରେ ଆସିବା ବେଳେ ଲୋପା , ଶିଭ୍ ସହ ରାଜ ରାଜେନ୍ଦ୍ର ବଳିଆରସିଂ କୁ ଦେଖି ଆଶ୍ଚର୍ଯ୍ୟ ହୁଏ। ଘରେ ପହଞ୍ଚି ବା ପରେ ପୂଜା ଠାରୁ, ରାଜ ରାଜେନ୍ଦ୍ର ବଳିଆରସିଂ ସହ ପୂଜା ପୂର୍ବରୁ ଦେଖା ହୋଇଥିବା କଥା ଶୁଣି ଭାଗିଂ ପଡେ।