Jhia Amara Nua Bohu
25 Views
Dec 31 1969
00:22:04
5

ପୂଜା, ଶିଭ୍ କୁ ରାହୁଲ ଓ ଲୋପା ସହ ଦୁର୍ଘଟଣା ପାଇଁ ଦାୟୀ କରି କଟୁ କଥା କହେ।ଶିଭ୍ ରାଗିଯାଏ। ରାଜ ରାଜେନ୍ଦ୍ର ସହମତି ରେ ଲୋପା ହୋଲିକା ଦାହନ ଉସ୍ଚବ ରେ ସାମିଲ୍ ହୁଏ। ସପରିବାର ଉସ୍ଚବ ପ୍ରସ୍ତୁତି କରନ୍ତି। ଆଶୁ ,ଅର୍ଚ୍ଚନା ଓ ଅକ୍ଷୟ ଉପରେ ନଜର ରଖିଥାଏ।
Share