Jhia Amara Nua Bohu
27 Views
Dec 31 1969
00:22:08
5

ଉଦୟ ଠାରୁ ଖବର ପାଇ ପୂଜା ଓ ଶିଭ୍ ଆସନ୍ତି। ସମସ୍ତ ଙ୍କ ସାମ୍ନାରେ ଅର୍ଚ୍ଚନା, ପୂଜା ଉପରକୁ ହାତ ଉଠେଇ ଦିଏ ଓ କିଛି ନଶୁଣି ପୂଜା କୁ ଧକ୍କା ଦେଇ ସେଠାରୁ ଚାଲିଯାଏ । ପୂଜା ସ୍ତବ୍ଧ ହୋଇଯାଏ ଓ ସେ ସମୟ ରେ ଶିଭ୍ ପୂଜା କୁ ଆକ୍ଷେପ କରେ।
Share