ଅକ୍ଷୟ, ଅର୍ଚ୍ଚନା ସହ ନିଜର ଜନ୍ମଦିନ ସେଲ୍ଲିବ୍ରେଟ କରୁଥିବା ବେଳେ ହଠାତ୍ ଆଶୁ ଆସେ । ଦୁହେଁ ଆଶୁ କୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଅର୍ଚ୍ଚନା ର ଅନୁପସ୍ଥିତି ରେ ଅକ୍ଷୟ କୁ ମନକଥା କହେ। ପୂଜା ଘର କାମ କରୁଥିବା ବେଳେ, ବୈଶାଳି ଓ ଉମା ବାରଣ କରନ୍ତି।