ପୂଜା ନିଜ କଥା ରଖି ବୁଦ୍ଧି ବଳରେ ଲୋପାକୁ ବନ୍ଦ କୋଠରୀ ଭିତରୁ ବାହାରକୁ ଆଣେ.. ଲୋପା ଫେରିବା ଖୁସିରେ ପୁରା ପରିବାର ଧୁମ ଧାମରେ ଦଶମୀ ପାଳନ୍ତି ହେଲେ ପୂଜା ମନରେ ଅର୍ଚ୍ଚନାକୁ ନେଇ ଦୁଃଖ ଥାଏ.. କ’ଣ ପୂଜା ଅର୍ଚ୍ଚନାର ସତ ଜାଣିପାରିବ.. ?