ରାଜ ରାଜେନ୍ଦ୍ର, ପୂଜା କୁ ଶିଭ୍ ସହ ନିଜ ସମ୍ପର୍କୀୟ ଙ୍କ ଘର କୁ ଅତିଥି ଭାବେ ଯିବାପାଇଁ କହିବାରୁ, ପୂଜା ତା ଆଗରେ ଲୋପା ସହ ଦେଖା ହବା ସର୍ତ୍ତ ରଖେ । ପୂଜା, ଲୋପା ର ଅବସ୍ଥା ଦେଖି କଷ୍ଟ ଅନୁଭବ କରେ।